ଯମିବା J̄amibā

  • ଦେ. କ୍ରି — ଜମିବା (ଦେଖ) — J̄amibā (See)
  • ଦେ. କ୍ରି — (ଯାତ୍ରା, ନାଟ ଆଦି) ଦର୍ଶକରେ ପୂର୍ଣ୍ଣହେବା; ବହୁ ଦର୍ଶକ ଆକର୍ଷଣ କରିବା — To attract a crowd of spectators
  • ଦେ. କ୍ରି — (ଘୋଡ଼ା)— ଅଗ୍ରସର ନ ହୋଇ ଏକସ୍ଥାନରେ ଠିଆ ହୋଇ ରହିବା ବା ଗୋଡ଼ ଉଠାଇ ନାଚିବା — (a horse) To stand still or to dance at the same place without proceeding further
  • ଦେ. କ୍ରି — (ଶୋଭା— ଯାତ୍ରା, ଉତ୍ସବାଦି) ଆଡ଼ମ୍ବରମୟ ହେବା — (A procession) To be pompous