ଯମରାଟ J̄amarāṭ

  • ସଂ. ବି. (ଯମରାଜ୍; ଯମ+ରାଜ୍ ଧାତୁ = ଦୀପ୍ତି ପାଇବା+କର୍ତ୍ତୃ. କ୍ୱିପ୍) — ଶମନ; କୃତାନ୍ତ; ମୃତ୍ୟୁରାଜ — The Hindus' God of death