ଯବାସ J̄abāsa

  • ସଂ. ବି. (ଯୁଧାତୁ=ମିଶ୍ରିତ ହେବା + କର୍ତ୍ତୃ. ଆସ) — କଣ୍ଟକୀ କ୍ଷୁପ ବିଶେଷ; ଦୁରାଲଭା; ଜବାସା — A prickly plant; Hedyseram Alhagi
  • ସଂ. ବି. (ଯୁଧାତୁ=ମିଶ୍ରିତ ହେବା + କର୍ତ୍ତୃ. ଆସ) — [ଅନ୍ୟ ସଂ. ନାମ—ଅନନ୍ତା, ଅଳ୍ପକ, କଚ୍ଛୁରା, କଣ୍ଟକାଳୁକା, କ୍ଷୁଦ୍ରେଙ୍ଗୁଦି, ଅନ୍ଧାରୀ, ତ୍ରିକର୍ଣ୍ଣିକା, ପଳପତ୍ର, ବିଷଘ୍ନ, ଯାସ, ରୋଜନିକା, ବହୁକଣ୍ଟକ, ଯବସ, ଦୁରାଲଭା, ଦୁର୍ଲଭା, ଦୁରଭିଗ୍ରହା, ପଦ୍ମମୂଖୀ, ଆତ୍ମମୂଲ୍ୟ, ବିକଣ୍ଟକ, ସମୁଦ୍ରାନ୍ତ, ପ୍ରବୋଧିନୀ, ଧନୁର୍ଯାସ, ଧନ୍ୱୀ, ଧନ୍ୱ, ଯବାସକ, ଦୁସ୍ପର୍ଶ, କୁନାଶକ, ରୋଦନୀ, ଇଦଂକାର୍ଯ୍ୟ, ସୂକ୍ଷ୍ମଦଳା, ଦ୍ରସ୍ତଧର୍ଷା।]
  • ସଂ. ବି. (ଯୁଧାତୁ=ମିଶ୍ରିତ ହେବା + କର୍ତ୍ତୃ. ଆସ) — ଖଦିର ଭେଦ — As sort of catechu