ଯବ ଶାକ J̄aba ṡāka

  • ସଂ. ବି. — ଏକପ୍ରକାର ଶାଗ — A kind of potherb
  • ସଂ. ବି. — [ଦ୍ର—ବୈଦ୍ୟକମତରେ ଏହା ମଧୁର, ରୁକ୍ଷ, ଶୀତବୀର୍ଯ୍ୟ ଓ ମଳଭେଦକ— ହି. ଶ.]