ଯବ ମଣ୍ଡ J̄aba maṇḍa

  • ସଂ. ବି. (ବୈଦ୍ୟକ; 6 ଷ୍ଠୀ ତତ୍) — ଯବକୁ ସିଦ୍ଧ କରି ତାକୁ ଲୁଗାରେ ଛାଣି ବାହାର କରାଯିବା ମଣ୍ଡ — Gumlike jelly prepared by sifting boiled barley through cloth
  • ସଂ. ବି. (ବୈଦ୍ୟକ; 6 ଷ୍ଠୀ ତତ୍) — [ଦ୍ର—ଏହା ନବଜ୍ୱରରୋଗୀର ପଥ୍ୟ; ବୈଦ୍ୟଶାସ୍ତ୍ର ମତରେ ଏହା ଲଘୁ ଓ ଗ୍ରାହକ ଏବଂ ଶୂଳ ଓ ତ୍ରିଦୋଷନାଶକ— ହି. ଶ.]