ଯଥା ଗତ J̄athā gata
- ସଂ. କ୍ରି. ବିଣ. (ଅବ୍ୟୟୀଭାବ ସମାସ; ଯଥା+ଆଗତ) — ଯେଉଁ ରୂପେ ଉପସ୍ଥିତ ବା ଆଗତ — As it came
- ସଂ. କ୍ରି. ବିଣ. (ଅବ୍ୟୟୀଭାବ ସମାସ; ଯଥା+ଆଗତ) — (ଯଥା+ଗତ) ଯେଉଁ ରୂପେ ଗତ ବା ପ୍ରସ୍ଥିତ — As it went
- ସଂ. କ୍ରି. ବିଣ. (ଅବ୍ୟୟୀଭାବ ସମାସ; ଯଥା+ଆଗତ) — ଯେଉଁ ରୂପେ ଅତୀତ — As it passed
- ସଂ. କ୍ରି. ବିଣ. (ଅବ୍ୟୟୀଭାବ ସମାସ; ଯଥା+ଆଗତ) — (ଯଥା+ଆଗତ) ଯେଉଁ ବାଟେ ଆସିଥିଲା ସେହି ବାଟେ — In the same way as one had come
- ସଂ. ବିଣ — ନିର୍ବୋଧ; ମୂର୍ଖ — Foolish; stupid (Apte)