ଯତ୍ର J̄atra

  • ସଂ. ଅ—(ଯଦ୍+ସ୍ଥାନାଧିକରଣ ତ୍ର) — ଯେଉଁଠାରେ; ଯହିଁ — Where; whither
  • ସଂ. ଅ—(ଯଦ୍+ସ୍ଥାନାଧିକରଣ ତ୍ର) — ଯେଉଁ ବିଷୟରେ — In which matter; in which subject
  • ସଂ. ଅ—(ଯଦ୍+ସ୍ଥାନାଧିକରଣ ତ୍ର) — [ଉ—ଏହାର ସଂଯୋଗୀ ଶବ୍ଦ ତତ୍ର।]