ଯତ୍କତ୍ J̄at-kat

  • ପ୍ରାଦେ (ସମ୍ବଲପୁର) କ୍ରି. ବିଣ (ସଂ. ଯତ୍ର ଓ କୁତ୍ର>— ଏଣେ ତେଣେ; ଯହିଁ ତହିଁ — Here and there; anywhere
  • ପ୍ରାଦେ (ସମ୍ବଲପୁର) କ୍ରି. ବିଣ (ସଂ. ଯତ୍ର ଓ କୁତ୍ର>— [ଯଥା—ସେ ଯତ୍କତ୍ ବୁଲୁଛେ।]