ଯଜୁଃ J̄ajuḥ
- ସଂ. ବି—(ଯଜ୍ ଧାତୁ+କରଣ ଉସ୍) — ଦ୍ୱିତୀୟ ବେଦ — The Jajur Beda; the 2nd of the 4. Bedas or Hindu Scriptures
- ସଂ. ବି—(ଯଜ୍ ଧାତୁ+କରଣ ଉସ୍) — ଯଜ୍ଞୀୟ ସ୍ତବ ବା ମନ୍ତ୍ର — A sacrificial prayer or formula (Apte)
- ସଂ. ବି—(ଯଜ୍ ଧାତୁ+କରଣ ଉସ୍) — ଯଜୁ ର୍ବେଦୋକ୍ତ ଗଦ୍ୟ ମନ୍ତ୍ର — A text or body of sacred mantras in prose muttered at sacrifices (Apte)