ଯଜନ J̄ajana

  • ସଂ. ବି—(ଯଜ୍ ଧାତୁ+ଭାବ. ଅନ) — ଆପଣା ପାଇଁ ଯାଗ କରିବା — Offering sacrifice for oneself
  • ସଂ. ବି—(ଯଜ୍ ଧାତୁ+ଭାବ. ଅନ) — [ଦ୍ର—ଯଜମାନ ପାଇଁ ଯୋଗ କରିବାକୁ ଯାଜନ ବୋଲାଯାଏ।]
  • ସଂ. ବି—(ଯଜ୍ ଧାତୁ+ଭାବ. ଅନ) — ପୂଜନ; ପୂଜା କରିବା — Worshipping
  • ସଂ. ବି—(ଯଜ୍ ଧାତୁ+ଭାବ. ଅନ) — (+କରଣ ଅନ)—ଯାଗ — Sacrifice (Apte)
  • ସଂ. ବି—(ଯଜ୍ ଧାତୁ+ଭାବ. ଅନ) — (+ଅଧିକରଣ ଅନ) ଯଜ୍ଞସ୍ଥାନ — A place of sacrifice (Apte)