ଯକଡ଼ ମକଡ଼ J̄akaṟḍ̠a makaṟḍ̠a

  • ଗ୍ରା. କ୍ରି. ବିଣ—(ପୁରୀ) — ଅତି ଦୃଢ଼ଭାବରେ; ଜୋର୍ରେ ଜାବୁଡ଼ି କରି — Very tightly
  • ଗ୍ରା. କ୍ରି. ବିଣ—(ପୁରୀ) — [ଉ—ପଛଆଡ଼ୁ ଯକଟ ମକଟ କରି ଧରି ପକାଇଲା —ନୀଳକଣ୍ଠ ଦାଶ, ପିଲାଙ୍କ ରାମାୟଣ।]