ଯକ୍ ଖ J̄ak-kha

  • ସଂ. ବି — ସିଂହଳର ବା ଲଙ୍କାର ଆଦିମ ଅସଭ୍ୟ ଅଧିବାସୀ [ଏହି ଜାତି ଠାରୁ ବେଦ୍ଦା ନାମକ ନୀଚ ଜାତିର ଉତ୍ପତ୍ତି ] — The original aboriginal tribe of Ceylon (the ancestors of the Veddas,)
  • ଦେ. ବି. ଓ ବିଣ—(ସଂ. ଯକ୍ଷ) — ଯକ୍ଷ (ଦେଖ) — J̄aksha (See)