ଯଉବନ J̄aubana

  • ଗ୍ରା. ବି — ସ୍ତ୍ରୀ ସ୍ତନ — Breast of females
  • ଗ୍ରା. ବି — [ଉ—ଗୋପିକା ସମ୍ଭାଳି ବସନ, ଲୁଚାନ୍ତି ଜାନୁ ଯଉବନ। ଭୂପତି, ପ୍ରେମପଞ୍ଚାମୃତ।]
  • ଗ୍ରା. ବି — ଯୌବନ; ଯୁବାବସ୍ଥା — Youth
  • ଗ୍ରା. ବି — [ଉ—କାଳରେ ସେ ନାରୀ ପାଆନ୍ତେ ଯଉବନ।]