ମ Ma

  • ସଂ. — ବ୍ୟଞ୍ଜନ ବର୍ଣ୍ଣମଳାର ପଞ୍ଜବିଂଶ ବର୍ଣ୍ଣ, ପ ବର୍ଗର ପଞ୍ଚମ ବର୍ଣ୍ଣ (ଏହା ଅନୁନାସିକ ବର୍ଣ୍ଣ ଓ ଓଷ୍ଠ୍ୟ ବର୍ଣ୍ଣ) — The 25th consonant corresponding to 'M' of the English alphabet
  • ବି. (ମା ଧାତୁ=ପରିମାଣ କରିବା+କର୍ତ୍ତୃ. ଅ) — ଯମ — God of death
  • ବି. (ମା ଧାତୁ=ପରିମାଣ କରିବା+କର୍ତ୍ତୃ. ଅ) — (+କରଣ. ଅ) ସମୟ — Time
  • ବି. (ମା ଧାତୁ=ପରିମାଣ କରିବା+କର୍ତ୍ତୃ. ଅ) — (+କର୍ତ୍ତୃ. ଅ) ବିଷ୍ଣୁ — Bishṇu, the God of preservation
  • ବି. (ମା ଧାତୁ=ପରିମାଣ କରିବା+କର୍ତ୍ତୃ. ଅ) — ଶିବ — Ṡiba, the God of destruction
  • ବି. (ମା ଧାତୁ=ପରିମାଣ କରିବା+କର୍ତ୍ତୃ. ଅ) — ବ୍ରହ୍ମା — Brahmā, the God of creation
  • ବି. (ମା ଧାତୁ=ପରିମାଣ କରିବା+କର୍ତ୍ତୃ. ଅ) — ଚନ୍ଦ୍ର — Moon
  • ବି. (ମା ଧାତୁ=ପରିମାଣ କରିବା+କର୍ତ୍ତୃ. ଅ) — (+କର୍ମ ଅ) ସୌନ୍ଦ୍ୟର୍ଯ୍ଯ — Beauty
  • ବି. (ମା ଧାତୁ=ପରିମାଣ କରିବା+କର୍ତ୍ତୃ. ଅ) — ବିଷ — Poison
  • ବି. (ମା ଧାତୁ=ପରିମାଣ କରିବା+କର୍ତ୍ତୃ. ଅ) — ମୁଖ — Mouth
  • ବି. (ମା ଧାତୁ=ପରିମାଣ କରିବା+କର୍ତ୍ତୃ. ଅ) — (+କର୍ତ୍ତୃ. ଅ) ମନୁଷ୍ୟ — Man
  • ବି. (ମା ଧାତୁ=ପରିମାଣ କରିବା+କର୍ତ୍ତୃ. ଅ) — [ଦ୍ର—ଭାଷାର ଅନେକ ଗୁଡିଏ ଧ୍ୱନ୍ୟନୁକରଣ ଅବ୍ଯୟ ଶବ୍ଦ ଏହି ଅକ୍ଷର ଦ୍ୱାରା ନିଷ୍ପନ୍ନ ହୋଇଅଛି। ଯଥା—କମ୍କମ୍, ଘମ୍ଘମ୍, ଝମ୍ଝମ୍, ଝମର ଝମର ମକ୍ମକ୍, ମଟ୍ମଟ୍, ମଚ୍ମଚ୍, ମଡ଼୍ମଡ଼୍, ଢମ୍ଢ଼ମ୍, ତମ୍ତମ୍, ଦମ୍ଦମ୍, ଦୁମ୍ଦାମ୍, ମିଟିମିଟି, ଝୁମୁଝୁମୁ ଇତ୍ୟାଦି।]