ମୟଦାନ୍ Mayadān
- ବୈଦେ. ବି. (ଫା. ମୈଦାନ୍) — ମଇଦାନ (ଦେଖ) — Maidāna (See)
- ବୈଦେ. ବି. (ଫା. ମୈଦାନ୍) — (ସଂ. ପ୍ରମୋଦ ଉଦ୍ୟାନ) ପ୍ରମୋଦ ଉଦ୍ୟାନ; ଆଧୁନିକ ପାର୍କ — Pleasure garden; park
- ବୈଦେ. ବି. (ଫା. ମୈଦାନ୍) — (ଉ—ତୋଷାଳୀ ନଗରରେ ପୁଷ୍କରିଣୀ ଓ ମୟଦାନ ବା ଆଧୁନିକ ପାର୍କ ସ୍ଥାନେ ସ୍ଥାନେ ତିଆରି କରା ଯାଇଥିଲା। କୃପାସିନ୍ଧୁ. ଉତ୍କଳ ଇତିହାସ।)