ମୌଶୁମ୍ Ma̲u̲ṡum

  • ବୈଦେ. ବି (ଆ ମୌଶମ୍) — ଋତୁ — Season
  • ବୈଦେ. ବି (ଆ ମୌଶମ୍) — ମୌଶୁମ ବାୟୁ (ଦେଖ) — Ma̲u̲ṡum bāyu (See)
  • ବୈଦେ. ବି (ଆ ମୌଶମ୍) — ମୌଶୁମ୍ ବୃଷ୍ଟି (ଦେଖ) — Ma̲u̲ṡum bṛushṭi (See)
  • ବୈଦେ. ବି (ଆ ମୌଶମ୍) — ଉପଯୁକ୍ତ ଋତୁ ବା ସମୟ — Proper season or time