ମୌଲବୀ Ma̲u̲labī

  • ବୈଦେ. ବି — ଆରବୀ ଭାଷାରେ ପଣ୍ଡିତ — A person learned in the Arabic language
  • ବୈଦେ. ବି — ମୁସଲମାନ୍ ପଣ୍ଡିତ — A Mahomedan learned man
  • ବୈଦେ. ବି — ମୁସଲମାନ୍ ଧର୍ମଶାସ୍ତ୍ରଅଧ୍ୟାପକ — A Mahomedan religious preceptor
  • ବୈଦେ. ବି — ମୁସଲମାନ ବିଦ୍ୟାଳୟର ଆରବୀ ଓ ଫାରସୀର ଉଚ୍ଚ ଶିକ୍ଷିତ — A higher class Mahomedan teacher
  • ବୈଦେ. ବି — [ଦ୍ର—ଉଚ୍ଚ ଶିକ୍ଷିତ ମୁସଲମାନ ଭଦ୍ର ବ୍ଯକ୍ତିଙ୍କ ନାମର ପୂର୍ବେ ବ୍ଯବହୃତ।]