ମୌଞ୍ଜୀ Ma̲u̲ñjī
- ସଂ. ବି—(ମୂଞ୍ଜ=ଏକ ପ୍ରକାର ତୃଣ+ବିକାରାର୍ଥେ. ଅ+ ସ୍ତ୍ରୀ. ଈ) — (ଉପନୟନ ସମୟରେ ପିନ୍ଧା ଯିବା) ମୂଞ୍ଜ ନାମକ ଏକ ଜାତୀୟ ତୃଣଦ୍ୱାରା ନିର୍ମିତ ମେଖଳା — A girdle made of the Munja grass worn by a Brahman boy at his initiation
- ସଂ. ବିଣ. ପୁଂ—(ମୂଞ୍ଜ+ଅ +ଇନ୍; 1 ମା. 1 ବ) — ମୂଞ୍ଜ ମେଖଳା ପରିହିତ — Wearing a girdle of Mun̄ja grass