ମୋଡ଼ି Moṟḍ̠i
- ଦେ. ବି (ନାମ) — ମରହଟ୍ଟାମାନଙ୍କର ସାଧାରଣ ବ୍ଯବହୃତ ଲିଖିତ ଲିପି; ଛଟା ଲେଖା — The drawn script used by the Marhattis in ordinary business
- ଦେ. ବି (ନାମ) — [ଦ୍ର—ମରହଟ୍ଟୀ ଭାଷାର ସାହିତ୍ୟ ଲେଖାମାନ ଦେବନାଗରୀ ଅକ୍ଷରରେ ଲିଖିତ ହୋଇଥାଏ; ମାତ୍ର ସାଧାରଣ ନିତ୍ୟ ବ୍ଯବହାର୍ଯ୍ଯ ଲେଖାମାନ ମୋଡ଼ି ଲିପିରେ ଲେଖାଯାଏ ।]