ମୋହୋର Mohora

  • ଦେ. ସର୍ବ — ମୋ (ଦେଖ) — Mo (See)
  • ବୈଦେ. ବି (ଫା. ମୋହର) — ମଉଡ଼; ସ୍ୱର୍ଣ୍ଣମୁଦ୍ରା — Gold coin
  • ବୈଦେ. ବି (ଫା. ମୋହର) — [ଦ୍ର—ସାଧାରଣତଃ 1 ମୋହର =ଟ 16 ।] — [ଦ୍ର—ସାଧାରଣତଃ1ମୋହର =ଟ16]
  • ବୈଦେ. ବି (ଫା. ମୋହର) — ସିଲ୍; ନାମାଙ୍କିତ ମୁଦ୍ରା — Seal
  • ବୈଦେ. ବି (ଫା. ମୋହର) — (ସଂ. ମଧୁର) ମହୁର (ଦେଖ) — Mahura (See)