ମୋହୀ Mohī

  • ସଂ. ବିଣ. ପୁଂ (ମୁହ୍ ଧାତୁ=ମୁଗ୍ଧ କରିବା+କର୍ତ୍ତୃ. ଇନ୍; 1 ମା. 1 ବ) — ଯେ ମୁଗ୍ଧ କରେ — Enchanting
  • ସଂ. ବିଣ. ପୁଂ (ମୁହ୍ ଧାତୁ=ମୁଗ୍ଧ କରିବା+କର୍ତ୍ତୃ. ଇନ୍; 1 ମା. 1 ବ) — ପ୍ରବଞ୍ଚନାକାରୀ — Deceiving
  • ସଂ. ବିଣ. ପୁଂ (ମୁହ୍ ଧାତୁ=ମୁଗ୍ଧ କରିବା+କର୍ତ୍ତୃ. ଇନ୍; 1 ମା. 1 ବ) — ଯେ ମୋହ ଜନ୍ମାଏ — Illusive
  • ସଂ. ବିଣ. ପୁଂ (ମୁହ୍ ଧାତୁ=ମୁଗ୍ଧ କରିବା+କର୍ତ୍ତୃ. ଇନ୍; 1 ମା. 1 ବ) — ମୋହପ୍ରାପ୍ତ — Fainted