ମୋହନୀ Mohanī

  • ସଂ. ବି. (ମୋହନ+ସ୍ତ୍ରୀ. ଈ) — ଯାଦୁ; ଗୁଣି; ବଶୀକରଣ ମନ୍ତ୍ର — Charm; enchntment
  • ସଂ. ବି. (ମୋହନ+ସ୍ତ୍ରୀ. ଈ) — ଉପୋଦକୀ; ପୋଇ ଶାଗ — A portherb; the Basella creeper
  • ସଂ. ବି. (ମୋହନ+ସ୍ତ୍ରୀ. ଈ) — ବଟପତ୍ରୀ ନାମକ ଗୁଳ୍ମ — The name of a plant; Alotric Hyacinthoides
  • ଦେ. ବି. (ସ୍ତ୍ରୀ) — ମନମୋହିନୀ ନାମ୍ନୀ ସ୍ତ୍ରୀର ଡାକ ନାମ — Name for calling a female named Manamohinī