ମୋଷକ Moshaka

  • ସଂ. ବି. ପୁଂ (ମୁଷ୍ ଧାତୁ=ଚୋରି କରିବା+କର୍ତ୍ତୃ. ଅକ) — ଚୋର — Thief
  • ସଂ. ବି. ପୁଂ (ମୁଷ୍ ଧାତୁ=ଚୋରି କରିବା+କର୍ତ୍ତୃ. ଅକ) — ଲୁଣ୍ଠକ — Plunderer
  • ସଂ. ବି. ପୁଂ (ମୁଷ୍ ଧାତୁ=ଚୋରି କରିବା+କର୍ତ୍ତୃ. ଅକ) — ଧପ୍ପାବାଜ; ପ୍ରତାରକ — Cheat, swindler