ମୋଦ Moda

  • ସଂ. ବି—(ମୁଦ୍ ଧାତୁ=ହୃଷ୍ଟ ହେବା+ଭାବ. ଅ) — ହର୍ଷ; ଆନନ୍ଦ — Delight; joy
  • ସଂ. ବି—(ମୁଦ୍ ଧାତୁ=ହୃଷ୍ଟ ହେବା+ଭାବ. ଅ) — ଆମୋଦ — Amusement
  • ସଂ. ବି—(ମୁଦ୍ ଧାତୁ=ହୃଷ୍ଟ ହେବା+ଭାବ. ଅ) — ସୁଗନ୍ଧ; ସୁବାସ — Fragrance; sweet scent