ମୋଦନ Modana

  • ସଂ. ବି (ମୁଦ୍ ଧାତୁ ଣିଚ୍+ଭାବ. ଅନ) — ହର୍ଷ; ଆହ୍ଲାଦ — Joy; delight; happiness
  • ସଂ. ବି (ମୁଦ୍ ଧାତୁ ଣିଚ୍+ଭାବ. ଅନ) — ଶିକ୍ଥକ; ମହଣ — Bee's wax
  • ସଂ. ବି (ମୁଦ୍ ଧାତୁ ଣିଚ୍+ଭାବ. ଅନ) — ଆନନ୍ଦ କରଣ; ହର୍ଷୋତ୍ପାଦକ — Delighting; giving pleasure