ମୋଚି Mochi

  • ଦେ. ବି. ପୁଂ (ସଂ. ଚର୍ମକାର; କିମ୍ବା ସଂ. ମୁଚ୍ ଧାତୁ= ଚମଡ଼ା ଛଡ଼ାଇବା) — ଚର୍ମକାର; ନୀଚ ଜାତି ବିଶେଷ, ଯେ ଯୋତା ତିଆରି କରନ୍ତି — Cobbler (a low caste)
  • ଦେ. ବି. ପୁଂ (ସଂ. ଚର୍ମକାର; କିମ୍ବା ସଂ. ମୁଚ୍ ଧାତୁ= ଚମଡ଼ା ଛଡ଼ାଇବା) — (ଗାଳିରେ ବ୍ଯବହୃତ;) ଛୋଟ ଲୋକ — (a term of abuse) Mean person