ମୋଚିଏ Mochie

  • ପ୍ରାଦେ. (ଗଡ଼ଜାତ) ବିଣ — ବେକାଏ; ଗୋଟିଏ ହାତର ମୁଠା ମଧ୍ୟରେ ଏକାଥରକେ ଯେତେ ପରିମାଣରେ ଶାଗ ବା ଘାସ ଆଦି ଧରାଯାଇ ପାରେ ସେହି ପରିମିତି — Handful; as much of potherb or grass as can be held in one's hand between the thumb and the other fingers