ମୋଗଲ୍ Mogal
- ବୈଦେ. ବି (ଫା. ମୁଗଲ୍=ମଙ୍ଗୋଲିୟା ଅଧିବାସୀ) — ମୁସଲମାନ୍ ଜାତିର ଗୋଟିଏ ଶାଖା — The Moghals; a Mahomedan race who invaded India and established empire in India
- ବୈଦେ. ବି (ଫା. ମୁଗଲ୍=ମଙ୍ଗୋଲିୟା ଅଧିବାସୀ) — (ଉ— ଏ ତ ରାଜପୁତ ରୋହିଲା ମୋଗଲ ବଘେଲ ଚୁହାଣ ପଠାଣ। ଗଡ଼କୁ ବୋଲି ପଶି ଝାସିଯିବେ ଯେ, ଜଳି ଲଘିଂବେ କେହି ପୁଣ—ବ୍ରଜନାଥ. ସମତରଙ୍ଗ।)
- ବୈଦେ. ବି (ଫା. ମୁଗଲ୍=ମଙ୍ଗୋଲିୟା ଅଧିବାସୀ) — [ଦ୍ର—ହିନ୍ଦୁ ମାନେ ଆର୍ଯ୍ଯଜାତୀୟ, ମୋଗଲମାନେ ମଙ୍ଗୋ— ଲୀୟ ଜାତୀୟ। ଏମାନେ ଉତ୍ତରପଶ୍ଚିମ ବାଟେ ଭାରତରେ ପ୍ରବେଶ କରିଥିଲେ। ପ୍ରଥମେ ବାବର ନାମକ ଜଣେ ମୋଗଲ ସର୍ଦ୍ଦାର ଖ୍ରୀଃ ଷୋଡ଼ଶ ଶତାବ୍ଦୀରେ ଭାରତକୁ ଆକ୍ରମଣ କରିଥିଲେ ଓ କ୍ରମଶଃ ସମ୍ରାଟ ଆରଙ୍ଗଜେବଙ୍କ ପର୍ଯ୍ୟନ୍ତ 7 ଜଣ ସମ୍ରାଟ ସପ୍ତଦଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ରାଜତ୍ୱ କରି ଭାରତରେ ସାମ୍ରାଜ୍ୟ ବିସ୍ତାର କରିଥିଲେ। ତାଙ୍କ ପରେ ମୋଗର ସାମ୍ରାଜ୍ୟ କ୍ରମଶଃ ଧ୍ୱଂସ ପ୍ରାପ୍ତ ହେଲା ଓ ତତ୍ପରେ 2 । 3 ଗୋଟି ମୋଗଲ ବଂଶଧର ନାମମାତ୍ର ଗାଦିରେ ବସି— ଥିଲେ। ମୋଗଲ ସମ୍ରାଟମାନଙ୍କ ମଧ୍ୟରେ ଆକବର ପ୍ରଧାନ ଥିଲେ ( 1556 — 1605 ) ଓ ଏମାନଙ୍କର ରାଜଧାନୀ ଦିଲ୍ଲୀରେ ଥିଲା। ଏହିମାନଙ୍କ ଅନ୍ତେ ଇଂରାଜମାନେ ପ୍ରଥମେ ସନନ୍ଦ ଦ୍ୱାରା ଓ ପରେ ବାହୁବଳ ଏବଂ ଭାରତୀୟ ସୈନ୍ୟଙ୍କ ସାହାଯ୍ଯରେ ଭାରତରେ ସାମ୍ରାଜ୍ୟ ସ୍ଥାପନ କଲେ।] — [ଦ୍ର—ହିନ୍ଦୁ ମାନେ ଆର୍ଯ୍ଯଜାତୀୟ, ମୋଗଲମାନେ ମଙ୍ଗୋ— ଲୀୟ ଜାତୀୟ ଏମାନେ ଉତ୍ତରପଶ୍ଚିମ ବାଟେ ଭାରତରେ ପ୍ରବେଶ କରିଥିଲେ ପ୍ରଥମେ ବାବର ନାମକ ଜଣେ ମୋଗଲ ସର୍ଦ୍ଦାର ଖ୍ରୀଃ ଷୋଡ଼ଶ ଶତାବ୍ଦୀରେ ଭାରତକୁ ଆକ୍ରମଣ କରିଥିଲେ ଓ କ୍ରମଶଃ ସମ୍ରାଟ ଆରଙ୍ଗଜେବଙ୍କ ପର୍ଯ୍ୟନ୍ତ7ଜଣ ସମ୍ରାଟ ସପ୍ତଦଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ରାଜତ୍ୱ କରି ଭାରତରେ ସାମ୍ରାଜ୍ୟ ବିସ୍ତାର କରିଥିଲେ ତାଙ୍କ ପରେ ମୋଗର ସାମ୍ରାଜ୍ୟ କ୍ରମଶଃ ଧ୍ୱଂସ ପ୍ରାପ୍ତ ହେଲା ଓ ତତ୍ପରେ23ଗୋଟି ମୋଗଲ ବଂଶଧର ନାମମାତ୍ର ଗାଦିରେ ବସି— ଥିଲେ ମୋଗଲ ସମ୍ରାଟମାନଙ୍କ ମଧ୍ୟରେ ଆକବର ପ୍ରଧାନ ଥିଲେ (1556—1605) ଓ ଏମାନଙ୍କର ରାଜଧାନୀ ଦିଲ୍ଲୀରେ ଥିଲା ଏହିମାନଙ୍କ ଅନ୍ତେ ଇଂରାଜମାନେ ପ୍ରଥମେ ସନନ୍ଦ ଦ୍ୱାରା ଓ ପରେ ବାହୁବଳ ଏବଂ ଭାରତୀୟ ସୈନ୍ୟଙ୍କ ସାହାଯ୍ଯରେ ଭାରତରେ ସାମ୍ରାଜ୍ୟ ସ୍ଥାପନ କଲେ]