ମୋକା Mokā
- ଦେ. ବି — ଥର; ଦଫା — Time
- ଦେ. ବି — [ଉ—ଆରେ ଚେଡ଼ୀପୋ ମିସ୍ତିରୀ। ତିନି ଟଙ୍କା ମୂଲକୁ ଚାରିମୁକା ଦସ୍ତୁରୀ। ଢଗ।]
- ଦେ. ବି — ପଞ୍ଝା; ଦଳ — Group; herd; flock; party
- ଦେ. ବି — ବୁଦା — Bush
- ଦେ. ବି — [ଉ—ତନ୍ତୁକେ ରହିଅଛି ଏକ ବେଣା ମୋକା, ତାହାକୁ ଆଶ୍ରେ କରି ଅଛନ୍ତି ସେ ଏକା। କୃଷ୍ଣସିଂହ ସହାଭାରତ. ଆଦି।]
- ଦେ. ବି — ମୁଖି; ବଦ୍ଧ ମୁଷ୍ଟି ଦ୍ୱାରା କୌଣସି ବ୍ଯକ୍ତିର ମୁଖରେ ଆଘାତ — A blow on the face with clenched fist
- ବୈଦେ. ବି—(ଆ. ମୌକା) — ସୁବିଧା, ସୁଯୋଗ — Opportunity
- ବୈଦେ. ବି—(ଆ. ମୌକା) — ଅବସର — Leisure
- ପ୍ରାଦେ. (ଗଡ଼ଜାତ) ଗୁଚ୍ଛ; ବିଡ଼ା — Cluster; bundle
- ପ୍ରାଦେ —(ଅଳି)—ବି — ପ୍ରଗନ୍ନା; ଗ୍ରାମପୁଞ୍ଜ — Fiscal division