ମୈରେୟ Ma̲i̱reya
- ସଂ. ବି — ମିଶର ଦେଶଜ ମଦ୍ୟ ବିଶେଷ — A kind of wine distilled from the blossom of Lythrum Fruticosum
- ସଂ. ବି — [ଦ୍ର—ଏହା ଧାଇ ଫୁଲ, ଗୁଡ଼, ଚାଉଳ କାଞ୍ଜି, ଦାରୁଚିନି, ତେଜପତ୍ର, ଅଳାଇଚ, ନାଗେଶ୍ୱର, ଜିରା, ମରିଚ, ଶୁଣ୍ଠି ଓ ବଣମୁଗଦ୍ୱାରା ପ୍ରସ୍ତୁତ।]
- ସଂ. ବି — ମଦ; ଶରାପ— (ହି.ଶ) — Wine
- ସଂ. ବି — ମଧୁ ମିଶ୍ରିତ ମଦ୍ୟ ଓ ଆସବ (ହି. ଶ) — Wine mixed with honey