ମୈଥିଳ Ma̲i̱thiḻa

  • ସଂ. ବିଣ. ପୁଂ (ମିଥିଳା+ସମ୍ବନ୍ଧାର୍ଥେ. ଅ) — ମିଥିଲା ଦେଶ ସମ୍ବନ୍ଧୀୟ — Relating to the
  • ସଂ. ବିଣ. ପୁଂ (ମିଥିଳା+ସମ୍ବନ୍ଧାର୍ଥେ. ଅ) — ମିଥିଲା ଦେଶବାସୀ — Inhabiting Mithilā
  • ବି — ମିଥିଳାର ରାଜା — The king of Mithilā
  • ବି — ରାଜା ଜନକ — King j̄anaka
  • ବି — ମିଥିଲା ଦେଶବାସୀ ବ୍ଯକ୍ତି — An inhabitant of Mithilā