ମେଶ୍ Meṡ
- ବୈଦେ. ବି. (ଇଂ. ମେସ୍) — ରକ୍ତାଦି ସଂପର୍କ ଶୂନ୍ଯ ଅଥଚ ଏକ ବୃତ୍ତି ଅବଲମ୍ବନକାରୀ କେତେକ ଲୋକ ଯେଉଁ ସ୍ଥାନରେ ଏକାନ୍ନ ହୋଇ ଏକତ୍ର ରହନ୍ତି — Mess
- ବୈଦେ. ବି. (ଇଂ. ମେସ୍) — ରକ୍ତାଦି ସଂପର୍କବିହୀନ ଓ କର୍ମକ୍ଷେତ୍ରରେ ସଙ୍ଗୀ ଲୋକମାନେ ଏକ ଘରେ ରହିବା ଓ ଏକ ପାକରେ ଖାଇବାର ବ୍ଯବସ୍ଥା — Messing together of many persons having no mutual relationship but following the same profession or occupation