ମେଶିନ୍ Meṡin

  • ବୈଦେ. ବି. (ଇଂ. ମେଶିନ୍) — ଯନ୍ତ୍ର; କଳ — Machine
  • ବୈଦେ. ବି. (ଇଂ. ମେଶିନ୍) — (ଯଥା—ଷ୍ଟିମ୍ ମେଶିନ୍ ଅଏଲ୍ ମେଶିନ୍, ଇଲେକ୍ଟ୍ରିକ୍ ମେଶିନ୍, ସିୱିଙ୍ଗ୍ (ସିଲେଇ) ମେଶିନ୍; ପ୍ରିଣ୍ଟିଙ୍ଗ (ଛାପା) ମେଶିନ୍ ଇତ୍ୟାଦି।)