ମେଳ Meḻa

  • ସଂ. ବି. (ସଂ. ମିଳ୍ ଧାତୁ+ଭାବ. ଅ) — ମିଳନ; ସାକ୍ଷାତ୍ — Meeting; interview
  • ସଂ. ବି. (ସଂ. ମିଳ୍ ଧାତୁ+ଭାବ. ଅ) — ଐକ୍ୟ — Unity
  • ଦେ. ବି — ଲୋକ ସମାଗମ — A gathering of people; crowd
  • ଦେ. ବି — (ଉ—ବିଦ୍ୟ ପବନ ସୃଷ୍ଟି ସେ ମେଳରେ ପ୍ରକଟି, ଗୋଳେ ସେନାଙ୍କ ମୂର୍ଚ୍ଛା ତୁଟି। ଭଞ୍ଜ. ବୈଦେହୀଶବିଳାସ।)
  • ଦେ. ବି — ପଞ୍ଝା; ଦଳ — Crowd; assembly; party
  • ଦେ. ବି — (ଉ—ଏଥୁ ଅନନ୍ତରେ ଉଠିଣ ଋଷି ମେଳ। କୃଷ୍ଣସିଂହ. ମହାଭାରତ. ବନ।)
  • ଦେ. ବି — ସୌହାର୍ଦ୍ଦ୍ୟ — Friendship; good feeling
  • ଦେ. ବି — ସଂକୀର୍ତ୍ତନ, ଥିଏଟର୍, ଯାତ୍ରା ଆଦି ପାଇଁ ଗଠିତ ଦଳ — A party formed for performing plays etc
  • ଦେ. ବି — ମନର ମିଳନ — Agreement; concord
  • ଦେ. ବି — ବିବାଦ ପରେ ମିଳନ — Reconciliation
  • ଦେ. ବି — ମେଳ; ବିଦ୍ରୋହ — Conspiracy; mutiny
  • ଦେ. ବି — ଦଳ; ଗୋଷ୍ଠୀ — Congregation; assemblage