ମେଳାପ Meḻāpa

  • ଦେ. ବି. (ସଂ. ମିଳ୍ ଧାତୁ) — ମିଳାପ; ସୌହାଦ୍ୟ; ମେଳ — Intimacy; friendship
  • ଦେ. ବି. (ସଂ. ମିଳ୍ ଧାତୁ) — ମିଳା— ମିଶା — Mixing together
  • ଦେ. ବି. (ସଂ. ମିଳ୍ ଧାତୁ) — ମନର ମିଳନ — Agreement; concord
  • ଦେ. ବି. (ସଂ. ମିଳ୍ ଧାତୁ) — ସଦା— ଳାପ — Friendly talk; exchange of felicitations
  • ସଂ. ବି — ଗୋଷ୍ଠୀ; ସମୂହ; ଜନତା; ବହୁଲୋକଙ୍କ ଏକତ୍ର ସମାଗମ — Crowd; assembly