ମେରଦା Meradā

  • ଦେ. ବି — ମେର୍ଦ୍ଦା (ଦେଖ) — Merddā (See)
  • ଦେ. ବି — ଗଞ୍ଜାମ ଆଠଗଡ଼ ଜମିଦାରୀର ପଥୁର ନାମକ ସ୍ଥାନରେ ତିନି ଗୋଟି ବଡ଼ ଖମ୍ବ ଉପରେ ପ୍ରତିଷ୍ଠିତ ମନ୍ଦିର (ପ୍ରାଚୀନ ଉତ୍କଳ) — A temple which stands on three tall pillars at Pathur in the estate of Athgarh in Ganjam