ମେମ୍ Mem
- ବୈଦେ. ବି. (ଇଂ. ମାଡାମ) — Madam
- ବୈଦେ. ବି. ର ଇଂରାଜି ସାଙ୍କେତିକ ମାଆମ୍ — maam)
- ବୈଦେ. ବି. ସାହେବାଣୀ; ଇଉରୋପୀୟା ସମ୍ଭ୍ରାନ୍ତ ମହିଳା; ବିବି — A Euoropean lady
- ବୈଦେ. ବି. ଆଧୁନିକ ସଭ୍ୟତାମଣ୍ଡିତା ଭାରତୀୟା ସ୍ତ୍ରୀ — An Indian lady who has imbibed western dress
- ବୈଦେ. ବି. ତାସ୍ ଖେଳର 12 ସଂଖ୍ୟକ ମେମ୍ ଚିତ୍ର ଯୁକ୍ତ ତାସ — ତାସ୍ ଖେଳର12ସଂଖ୍ୟକ ମେମ୍ ଚିତ୍ର ଯୁକ୍ତ ତାସ—. The queen card in card play