ମେଦୋଜ Medoja

  • ସଂ. ବିଣ. (ମେଦ, ମେଦଃ+ଜନ୍ ଧାତୁ+କର୍ତ୍ତୃ. ଅ) — ମେଦରୁ ବା ମଜ୍ଜାରୁ ଜାତ — Produced from fat or marrow
  • ବି. — ଅସ୍ଥି — Bone
  • ବି. — ଭୂମିଜ ଗୁଗ୍ଗୁଳ — A sort of bdellium