ମେଦୁର Medura

  • ସଂ. ବିଣ. ପୁଂ (ମିଦ୍ ଧାତୁ=ଚିକ୍କଣ ହେବା ପୂର୍ଣ୍ଣ ହେବା+ କର୍ତ୍ତୃ. ଉର) — ସ୍ନିଗ୍ଧ; ତେଲିଆ — Oily; unctuous
  • ସଂ. ବିଣ. ପୁଂ (ମିଦ୍ ଧାତୁ=ଚିକ୍କଣ ହେବା ପୂର୍ଣ୍ଣ ହେବା+ କର୍ତ୍ତୃ. ଉର) — ମସୃଣ; ଚିକ୍କଣ — Smooth
  • ସଂ. ବିଣ. ପୁଂ (ମିଦ୍ ଧାତୁ=ଚିକ୍କଣ ହେବା ପୂର୍ଣ୍ଣ ହେବା+ କର୍ତ୍ତୃ. ଉର) — କୋମଳ; ମୃଦୁ — Soft; mild; gentle
  • ସଂ. ବିଣ. ପୁଂ (ମିଦ୍ ଧାତୁ=ଚିକ୍କଣ ହେବା ପୂର୍ଣ୍ଣ ହେବା+ କର୍ତ୍ତୃ. ଉର) — ଉଦ୍ଭଟ; ଉତ୍ତମ — Excellent
  • ସଂ. ବିଣ. ପୁଂ (ମିଦ୍ ଧାତୁ=ଚିକ୍କଣ ହେବା ପୂର୍ଣ୍ଣ ହେବା+ କର୍ତ୍ତୃ. ଉର) — ପୂର୍ଣ୍ଣ — Full