ମେଣ୍ଟଣ Meṇṭaṇa
- ଦେ. ବି (ସଂ. ମିଳ୍ ଧାତୁ; ପ୍ରାକୃତ ମିଟ ଧାତୁ) — ମେଣ୍ଟାଇବା; ମିଟାଇବା — Overcoming
- ଦେ. ବି (ସଂ. ମିଳ୍ ଧାତୁ; ପ୍ରାକୃତ ମିଟ ଧାତୁ) — ଏଡ଼ିବା; ଲଙ୍ଘନ — Infringement; disobeying
- ଦେ. ବି (ସଂ. ମିଳ୍ ଧାତୁ; ପ୍ରାକୃତ ମିଟ ଧାତୁ) — କ୍ଷମିବା — Pardoning
- ଦେ. ବି (ସଂ. ମିଳ୍ ଧାତୁ; ପ୍ରାକୃତ ମିଟ ଧାତୁ) — ଖଣ୍ଡନ; ନିରାକରଣ — Refutation; rebutting
- ଦେ. ବି (ସଂ. ମିଳ୍ ଧାତୁ; ପ୍ରାକୃତ ମିଟ ଧାତୁ) — ଦୁଃଖର ମୋଚନ — Liberation from trouble
- ଦେ. ବି (ସଂ. ମିଳ୍ ଧାତୁ; ପ୍ରାକୃତ ମିଟ ଧାତୁ) — ବିବାଦର ନିଷ୍ପତ୍ତି — The settlement of a dispute
- ଦେ. ବି (ସଂ. ମିଳ୍ ଧାତୁ; ପ୍ରାକୃତ ମିଟ ଧାତୁ) — ନିବୃତ୍ତି — Cessation