ମେଘାଗମ Meghāgama

  • ସଂ. ବି — ( 6 ଷ୍ଠୀ ତତ୍) ମେଘ ଉଠାଇବା — (6ଷ୍ଠୀ ତତ୍) ମେଘ ଉଠାଇବା— . The rise of clouds; the approach of the rains
  • ସଂ. ବି — (ବହୁବ୍ରୀହି) ବର୍ଷା ଋତୁ — The rainy season
  • ସଂ. ବି — ଧାରା କଦମ୍ବ — A species of kadamba tree