ମେଉଆ Meuā
- ବୈଦେ. ବି. (ଫା. ମେୱା) — ଫଳ — Fruit
- ବୈଦେ. ବି. (ଫା. ମେୱା) — ଖାଦ୍ୟ ଫଳ — Edible fruit
- ବୈଦେ. ବି. (ଫା. ମେୱା) — କାବୁଲ ଅଞ୍ଚଳରୁ ଅନୀତ ସୁଖାଦ୍ୟ ଫଳ (ଯଥା—ବେଦାନା, ଅଙ୍ଗୁର କିସ୍ମିସ୍ ଓ ବାଦାମ ଆଦି।) — Dried sweet fruits brought from Kabul
- ବୈଦେ. ବି. (ଫା. ମେୱା) — [ଉ— ସବୁର ଗଛରେ ମେଉଆ ଫଳେ। ପ୍ରବଚନ।]
- ବୈଦେ. ବି. (ଫା. ମେୱା) — ପାକ କରା ନ ଯାଇ ଖିଆ ଯିବା ଫଳ — Fruit which can be eaten without being cooked
- ପ୍ରାଦେ. (ସମ୍ବଲପୁର, ବାମଡ଼ା)—ବି — ପିଜୁଳି; ପିଦୁଡ଼ି — Guava