ମୃଡ଼ Mṛuṟḍ̠a

  • ସଂ. ବି. ପୁଂ. (ମୃଡ଼୍ ଧାତୁ+କର୍ତ୍ତୃ. ଅ) — ଶିବ; ମହାଦେବ — The God Ṡiba
  • ସଂ. ବି. ପୁଂ. (ମୃଡ଼୍ ଧାତୁ+କର୍ତ୍ତୃ. ଅ) — ହୋମାଗ୍ନି — Sacrificial fire