ମୃଦ୍ୱୀ Mṛudwī

  • ସଂ. ବି. ସ୍ତ୍ରୀ (ମୃଦୁ+ସ୍ତ୍ରୀ. ଈ) — କୋମଳାଙ୍ଗୀ ସ୍ତ୍ରୀ; ସୁକୁମାରୀ ସ୍ତ୍ରୀ — A tender-bodied woman
  • ସଂ. ବି. ସ୍ତ୍ରୀ (ମୃଦୁ+ସ୍ତ୍ରୀ. ଈ) — କପିଳ ଦ୍ରାକ୍ଷା — The brown grape
  • ସଂ. ବିଣ. ସ୍ତ୍ରୀ — ମୃଦୁର ସ୍ତ୍ରୀଲିଙ୍ଗ — Feminine of Mṛudu