ମୃଦିତ Mṛudita

  • ସଂ. ବିଣ (ମୃଦ୍ ଧାତୁ=ଚୂର୍ଣ୍ଣ କରିବା+କର୍ମ. ତ) — ମର୍ଦ୍ଦିତ — Pounded
  • ସଂ. ବିଣ (ମୃଦ୍ ଧାତୁ=ଚୂର୍ଣ୍ଣ କରିବା+କର୍ମ. ତ) — ଚୂର୍ଣ୍ଣୀକୃତ — Powdered; pulverised
  • ସଂ. ବିଣ (ମୃଦ୍ ଧାତୁ=ଚୂର୍ଣ୍ଣ କରିବା+କର୍ମ. ତ) — ଦଳିତ — Trodden; bruised; crushed
  • ସଂ. ବିଣ (ମୃଦ୍ ଧାତୁ=ଚୂର୍ଣ୍ଣ କରିବା+କର୍ମ. ତ) — ପଦଦଳିତ — Trampled on