ମୃତ Mṛuta

  • ସଂ. ବିଣ. ପୁଂ (ମୃ ଧାତୁ=ମାରିବା+କର୍ତ୍ତୃ. ତ) — ଗତ— ଜୀବନ; ମରି ଯାଇଥିବା — Dead; deceased
  • ସଂ. ବିଣ. ପୁଂ (ମୃ ଧାତୁ=ମାରିବା+କର୍ତ୍ତୃ. ତ) — ଅତୀତ — Expired; past
  • ସଂ. ବିଣ. ପୁଂ (ମୃ ଧାତୁ=ମାରିବା+କର୍ତ୍ତୃ. ତ) — ନିର୍ବାଣ— ପ୍ରାପ୍ତ; ଲୁପ୍ତ — Extinct
  • ସଂ. ବିଣ. ପୁଂ (ମୃ ଧାତୁ=ମାରିବା+କର୍ତ୍ତୃ. ତ) — ଭସ୍ମୀକୃତ (ଧାତୁ) — Calcined; oxidised (metal)
  • ସଂ. ବିଣ. ପୁଂ (ମୃ ଧାତୁ=ମାରିବା+କର୍ତ୍ତୃ. ତ) — ଅବସ୍ଥାନ୍ତର— ପ୍ରାପ୍ତ (ଧାତୁ) — Reduced (metals); transformed
  • ବି — (+ଭାବ. ତ) ମୃତ୍ୟୁ; ମରଣ — Death
  • ବି — ବିନାଶ — Extinction; ruin