ମୃତପା Mṛutapā

  • ସଂ. ବି (ମୃତ+ପା=ପାଳନ କରିବା+କର୍ତ୍ତୃ. ଅ; +ଆ) — ମୁର୍ଦ୍ଦଫରାସ; ତିଳକମାଟିଆ; ଶବବାହକ ଜାତି— ବିଶେଷ — A caste of men who are professional carriers of unclaimed dead bodies
  • ସଂ. ବି (ମୃତ+ପା=ପାଳନ କରିବା+କର୍ତ୍ତୃ. ଅ; +ଆ) — ଶବଭକ୍ଷକ — Eater of dead bodies