ମୂଷି Mūshi

  • ଦେ. ବି — (ସଂ. ମୂଷିକ) ଛୋଟ ମୂଷା — A small mouse
  • ଦେ. ବି — [ଉ—ଟୁକୁ ମୂଷି ରେ! ଟୁକେଇ ମୂଷି ! ଧାନ ଭରଣକ ଖାଉଥା ବସି । ତୁ ଥା ମୁଁ ଯାଉଛି ଋଷି । ଶିଶୁ— ଗୀତ ।]
  • ଦେ. ବି — ଛୋଟ ଛୋଟ ଅଙ୍ଗାର — Small bits of charcoal