ମୂଳିକ Mūḻika
- ସଂ. ବିଣ—(ମୂଳ+ଇକ) — ମୂଳ ସମ୍ବନ୍ଧୀୟ — Radical; relating to the root
- ସଂ. ବିଣ—(ମୂଳ+ଇକ) — କରୋଟିର ଭୂମି ବା ମୂଳ ଆଡ଼କୁ ଅବସ୍ଥିତ — Situate towards the base of the skull
- ସଂ. ବିଣ—(ମୂଳ+ଇକ) — (ପୁଂ) ମୂଳଭୋଜୀ (ପ୍ରକୃତିବାଦ) — Subsisting on roots
- ସଂ. ବିଣ—(ମୂଳ+ଇକ) — ଆଦ୍ୟ; ପ୍ରଥମ (ବିଶ୍ୱକୋଷ) — First; prime
- ସଂ. ବିଣ—(ମୂଳ+ଇକ) — ପ୍ରଧାନ (ବିଶ୍ୱକୋଷ) — Chief
- ସଂ. ବି. ପୁଂ—(ଯେ ବନ୍ୟମୂଳ ଆଦି ଖାଇ ବଞ୍ଚନ୍ତି) — ସନ୍ନ୍ୟାସୀ; ଯୋଗୀ (ବିଶ୍ୱକୋଷ) — An anchorite; a recluse