ମୂଳାଇବା Mūḻāibā

  • ଦେ. କ୍ରି (ସଂ. ମୂଳ ଶବ୍ଦରୁ ଓଡ଼ିଆ କ୍ରିୟା) — ବୃକ୍ଷ ଆଦିକୁ ମୂଳରୁ ଛେଦିବା — To cut a tree at the ground level